ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ : ବନ୍ଦ ହେଲା ଅଲ-ପାସ ନିୟମ | ଏଣିକି ପିଲା ଫେଲ ହେଲେ ଯାଇପାରିବେନି ଉପର କ୍ଲାସକୁ
ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା (ଆରଟିଇ) ନିୟମ, ୨୦୧୦ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏହା ଅନ୍ତର୍ଗତ ‘ନୋ ଡିଟେନସନ ପଲିସି ‘ ସମାପ୍ତ କରାଯାଇଛି। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍ ନ ହେବା କଟକଣାକୁ ଆଜି…