Tag: optimistic odia

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ CUTTACK BALI JATRA STARTING FROM TODAY

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ । ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ,…

ରୋମାଞ୍ଚକ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ । ତିଲକ ବର୍ମାଙ୍କ ବିସ୍ଫୋରକ ୫୧ ବଲ୍‌ରୁ ୧୦୦ ରନ୍

ତିଲକ ବର୍ମାଙ୍କ ବଡ଼ ଶୋ’। ମାରିଲେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଶତକ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ତାଙ୍କୁ ମିଳିଛି ଏହି ସଫଳତା। ଦଳର ଅନ୍ୟ ଷ୍ଟାର ଖେଳାଳିମାନେ ଫେଲ ମାରିଥିବା ବେଳେ ତିଲକ ବର୍ମାଙ୍କ ଅପରାଜିତ…

ଖୁବଶୀଘ୍ର ଫେରୁଛି ‘ଶକ୍ତିମାନ’, ସାମନାକୁ ଆସିଲା ଟିଜର

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍‌ମ୍ୟାନ୍‌ କିମ୍ବା ସ୍ପାଇଡରମ୍ୟାନ ନୁହେଁ ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ। ଏହାକୁ…

ଟଏଲେଟ୍‌ରେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ? ସାବଧାନ !

ମୋବାଇଲ୍ ଫୋନ୍ ଆଜି ଏକ ବଡ଼ ଆବଶ୍ୟକତା ପାଲଟିଛି। କିଛି ସମୟ ପାଇଁ ମଧ୍ୟ ଏଥିରୁ ଦୂରେଇ ରହିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି। ସେ ଖାଇବା ବେଳେ ହେଉ କି ପଢିବା ବେଳେ ଲୋକେ ଏହାକୁ ଛାଡି ପାରୁ ନାହାନ୍ତି।…

ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ ; ରହିବ ସମ୍ବଲପୁରୀ ଛିଟ

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେନଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସମାନେ। ଉଭୟ…

ଟି-୨୦ ସିରିଜ୍ : ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଡରବାନ୍‌ରେ ଭାରତର ଦମ୍‌ଦାର ବିଜୟ। ଘରୋଇ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ସଞ୍ଜୁଙ୍କ ଶତକ ଓ ବୋଲର୍‌ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଘରୋଇ…

ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ

ଏଣିକି ଆଉ ଛାଡ଼ ନାହିଁ । ଓଡ଼ିଆରେ ନାମଫଳକ ନଲେଖିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଗଣିବାକୁ ପଡ଼ିବ। ଖାଲି ଏତିକି ନୁହେଁ କୋର୍ଟ ବି ଦୌଡ଼ିବାକୁ ପଡ଼ିବ। ଏଭଳି ଶୂନ୍ୟ ସହନଶୀଳତା ନୀତି ଆପଣାଇଛି…