Tag: optimistic odia

କାହିଁକି ପୁରୀ ସହର ପାଲଟିଲା ସେନା ଛାଉଣୀ ?

ଯୁଦ୍ଧଭୂମିର ଭ୍ରମ ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ । ପୁରୀ ବେଳାଭୂମିରେ ପରାକ୍ରମ ଦେଖାଇବ ନୌସେନା । ପହଞ୍ଚିଲା ଯୁଦ୍ଧ ଜାହାଜ ସହ ଇନଫ୍ଯାଣ୍ଟ ଫାଇଟର ଟ୍ଯାଙ୍କ । ସୌସେନା ଦିବସ ପାଇଁ ଶେଷ ପର୍ଯ୍ଯାୟରେ…

ସେହୱାଗଙ୍କଠୁ ଅଧିକ ବିସ୍ଫୋରକ ପୁଅ ଆର୍ଯ୍ୟବୀର : ମାରିଲେ ୨୯୭ ରନ

-ବାପା ବୀରେନ୍ଦ୍ର ସେହୱାଗଙ୍କଠୁ ଅଧିକ ବିସ୍ଫୋରକ ପୁଅ ଆର୍ଯ୍ୟବୀର-ଗୋଟିଏ ଇନିଂସରେ ଏକା ମାରିଲେ ୨୯୭ ରନ-ମୋଟ ୫୧ ଚୌକା ଓ ୩ ଟି ଛକା ସାମିଲ ଥିଲା-ଆର୍ଯ୍ୟବୀର ଆଇପିଏଲ ଖେଳିବ ! ଭାରତର ପୂର୍ବତନ ଦୁର୍ଦ୍ଦଶ ବ୍ୟାଟର ବିରେନ୍ଦ୍ର ସେହୱାଗଙ୍କ ପୁଅ…

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ରହିବେ ୩ ଦିନ

ନଭେମ୍ବର ୨୯ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ଡିଜିପି ସମ୍ମିଳନୀ ଯୋଗଦେବେ ପ୍ରଧାନମନ୍ତ୍ରୀ , ରହିବେ ୩ ଦିନ ଗୃହ ମନ୍ତ୍ରୀ ଅମିତ ଶାହ ,  ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେବେ ଓଡ଼ିଶାରେ ହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ…

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଶାଳ ବିଜୟ : ବର୍ଡର-ଗାଭାସ୍କର ଟ୍ରଫି

ସୋମବାର ଭାରତ ପାଇଁ ଏକ ସ୍ମରଣୀୟ ଦିବସ। କାରଣ ଭାରତୀୟ ଟିମ ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆକୁ ପର୍ଥର ଅପଟସ ଷ୍ଟାଡିୟମରେ ୨୯୫ ରନରେ ହରାଇ ଦେଇଛି। ପର୍ଥର ଅପଟସ ଷ୍ଟାଡିୟମରେ ଏହା ଭାରତର ଐତିହାସିକ ବିଜୟ। କାରଣ ଅଷ୍ଟ୍ରେଲିଆକୁ କୌଣସି…

ଅଷ୍ଟ୍ରେଲିଆରେ ଭାରତର ଦାଦାଗିରି : ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩

ପର୍ଥରେ ଭାରତର ଜଲୱା, ବିରାଟ କୋହଲି ଅପରାଜିତ ୧୦୦ ଓ ଯଶସ୍ୱୀ ଜୈସୱାଲ ୧୬୧ଐତିହାସିକ ଶତକ ପରେ ବ୍ରାଡମ୍ୟାନଙ୍କୁ ଟପିଲେ କୋହଲି, ଏକାଧିକ ରେକର୍ଡ କଲେ ବିରାଟବ୍ୟାଟିଂ ପରେ ବୋଲିଂରେ କମାଲ, ଘାତକ ବୋଲିଂରେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଧରାଶାୟୀ ଅଷ୍ଟ୍ରେଲିଆର ପର୍ଥରେ…

ମହାରାଷ୍ଟ୍ରରେ ମହାବିଜୟ , ଏକାକୀ ୧୩୩ ଆସନରେ ବିଜେପି ବିଜୟୀ

ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି,  ଶିବସେନା ଓ ଏନସିପି ଶିବିରରେ ଜୋରଦାର ସେଲିବ୍ରେସନ୍ । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୪ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ…

ଶୀତ ଋତୁ ଆସିଲେ ଓଠ ଫାଟୁଛି କି ? ଆପଣଙ୍କ ପାଇଁ ୫ଟି ଟିପ୍ସ, ମିଳିବ ଆରାମ…

ଶୀତ ଋତୁ ଆସିଲେ ଏହା ସହିତ ଅନେକ ସମସ୍ୟା ନେଇ ଆସିଥାଏ। ଏହି ସମୟରେ ଅନେକ ତ ଥଣ୍ଡା-କାଶ ଏବଂ ଜ୍ୱରରେ ପୀଡିତ ହୁଅନ୍ତି। କେବଳ ଏତିକି ନୁହେଁ ଶୀତ ଋତୁରେ ଆଉ ଏକ ସମସ୍ୟା ମଧ୍ୟ ଅଛି, ଯାହା ଆପଣଙ୍କ…

ସାବଧାନ ! ଅଧିକ କଫି ପିଉଛନ୍ତି କି ? , ହେବ ସାଂଘାତିକ ରୋଗ

ଥକାପଣ ମେଣ୍ଟାଇବାକୁ ତଥା ରିଫ୍ରେଶ୍‌ ରହିବାକୁ ଆଜିକାଲିର ଯୁବବର୍ଗ ମୁଖ୍ୟତଃ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। କାରଣ କଫିରେ ଥିବା କ୍ୟାଫିନ୍‌ ତୁରନ୍ତ ଶକ୍ତି ଯୋଗାଇଥାଏ। ସୀମିତ ମାତ୍ରାରେ କଫି ସେବନ ସ୍ୱାସ୍ଥ୍ୟ ପାଇଁ ହିତକର, ମାତ୍ର ଏହାର ଅଧିକ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ( ୨୦୨୦, ୨୧ ଏବଂ ୨୨ ପାଇଁ) ଜାଣନ୍ତୁ କିଏ ପାଇଲେ କେଉଁ ପୁରସ୍କାର …

ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୩ବର୍ଷ ଅର୍ଥାତ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର। ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ CUTTACK BALI JATRA STARTING FROM TODAY

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ । ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ,…