ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ବର୍ଷାରେ କ୍ଷୟକ୍ଷତି ସହିଥିବା ଚାଷୀଙ୍କୁ ମିଳିବ ସହାୟତା : ଜାଣନ୍ତୁ କେମିତି କରିବେ ଆବେଦନ ?
ଚାଷୀଙ୍କୁ ମିଳିବ କ୍ଷତିପୂରଣ – ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷତିଗ୍ରସ୍ତ ଚାଷୀ– ଡିବିଟି ମାଧ୍ୟମରେ କ୍ଷତିପୂରଣ ଦିଆଯିବ – ବୀମା କମ୍ପାନୀଙ୍କ ସହ ରିପୋର୍ଟ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ – ଏ ଯାଏଁ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ…