ସାବଧାନ ! ଅଧିକ କଫି ପିଉଛନ୍ତି କି ? , ହେବ ସାଂଘାତିକ ରୋଗ
ଥକାପଣ ମେଣ୍ଟାଇବାକୁ ତଥା ରିଫ୍ରେଶ୍ ରହିବାକୁ ଆଜିକାଲିର ଯୁବବର୍ଗ ମୁଖ୍ୟତଃ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। କାରଣ କଫିରେ ଥିବା କ୍ୟାଫିନ୍ ତୁରନ୍ତ ଶକ୍ତି ଯୋଗାଇଥାଏ। ସୀମିତ ମାତ୍ରାରେ କଫି ସେବନ ସ୍ୱାସ୍ଥ୍ୟ ପାଇଁ ହିତକର, ମାତ୍ର ଏହାର ଅଧିକ…