Category: ଓଡିଶା ଖବର

‘ସୁଭଦ୍ରା’ ୪ର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଆସିଲା ବଡ଼ ସୂଚନା ; 

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମନ୍ତବ୍ୟ ଦେଇ କହିଛନ୍ତି ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ୩୦ ତାରିଖ ସୁଦ୍ଧା…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଗୃହରକ୍ଷୀଙ୍କ ସଂଖ୍ୟା ୫ ହଜାରକୁ ବୃଦ୍ଧି ହେବ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ହୋମଗାର୍ଡଙ୍କ ପାଇଁ ଖୁସି ଖବର । ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ହୋମଗାର୍ଡଙ୍କ ପାଇଁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଗୃହରକ୍ଷୀ (Home Guard)ଙ୍କ ପାଇଁ ଖୁସି…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଓଡ଼ିଶାରେ ରହିବେ ୫ ଦିନ 

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର…

ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଗଡ଼ିବ ମେଟ୍ରୋ : ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଗଡ଼ିବ ମେଟ୍ରୋ : ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର କାମ ଶେଷ ହେବ । ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବ। ଆରମ୍ଭରୁ ଲୋକଙ୍କୁ ୧୩ଟି ଟ୍ରେନ୍‌ରେ…

ପହଞ୍ଚିଲେ ପ୍ରଧାନମନ୍ତ୍ରୀ : ଓଡ଼ିଶାବାସୀଙ୍କୁ ଦେଲେ ଧନ୍ୟବାଦ

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜି ସମ୍ମିଳନୀରେ ଯୋଗଦେବା ସହ ଫୋକସରେ ରହିବ ସରକାର ଓ ସଂଗଠନ । ସମ୍ମିଳନୀରେ ଦେଶର ବହୁ ବରିଷ୍ଠ ପୋଲିସ ଅଧିକାରୀ ରହିବେ ।  ଭାରତର ଆଭ୍ୟନ୍ତରୀଣ…

କାହିଁକି ପୁରୀ ସହର ପାଲଟିଲା ସେନା ଛାଉଣୀ ?

ଯୁଦ୍ଧଭୂମିର ଭ୍ରମ ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ । ପୁରୀ ବେଳାଭୂମିରେ ପରାକ୍ରମ ଦେଖାଇବ ନୌସେନା । ପହଞ୍ଚିଲା ଯୁଦ୍ଧ ଜାହାଜ ସହ ଇନଫ୍ଯାଣ୍ଟ ଫାଇଟର ଟ୍ଯାଙ୍କ । ସୌସେନା ଦିବସ ପାଇଁ ଶେଷ ପର୍ଯ୍ଯାୟରେ…

ଖୁସି ଖବର : ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଡେଡଲାଇନ୍। ଅର୍ଥାତ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାର୍ଚ୍ଚ ୮…

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ରହିବେ ୩ ଦିନ

ନଭେମ୍ବର ୨୯ ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ଡିଜିପି ସମ୍ମିଳନୀ ଯୋଗଦେବେ ପ୍ରଧାନମନ୍ତ୍ରୀ , ରହିବେ ୩ ଦିନ ଗୃହ ମନ୍ତ୍ରୀ ଅମିତ ଶାହ ,  ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେବେ ଓଡ଼ିଶାରେ ହେବାକୁ ଥିବା ୩ ଦିନିଆ ପୁଲିସ ମହାନିର୍ଦ୍ଦେଶକ…

ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର

Niramaya Medicine Center will be Open 24*7 in Odisha ଓଡ଼ିଶାର ଜନସାଧରଣଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ (ଔଷଧ) କେନ୍ଦ୍ର । ଏନେଇ ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ…

ହଠାତ୍ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଯିବାକୁ ପଡିଲା ସିଙ୍ଗାପୁର ?

ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ  ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ । ସିଙ୍ଗାପୁର…