Author: optimisticodia

ଆମେ ହାରି ନାହୁଁ , ବିଜେପି ଠାରୁ ଅଧିକ ଭୋଟ ପାଇଛୁ : ନବୀନ ପଟ୍ଟନାୟକ ( Naveen Patnaik )

ଆଗାମୀ ୧୦୦ ବର୍ଷ ପାଇଁ ବିଜେଡି ଓଡ଼ିଶାବାସୀଙ୍କ ସେବା କରିବ । କିଛି ନିନ୍ଦୁକ କହୁଛନ୍ତି ଯେ ବିଜେଡିର ଭବିଷ୍ୟତ ନାହିଁ । ଭବିଷ୍ୟତ ନଥିବା କଥା ବିଜେଡି ପ୍ରତିଷ୍ଠା ବେଳେ ବି କହୁଥିଲେ । ସବୁଦିନ ପାଇଁ ବିଜେଡି ସମସ୍ତଙ୍କ…

ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ : ବନ୍ଦ ହେଲା ଅଲ-ପାସ ନିୟମ | ଏଣିକି ପିଲା ଫେଲ ହେଲେ ଯାଇପାରିବେନି ଉପର କ୍ଲାସକୁ

ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା (ଆରଟିଇ) ନିୟମ, ୨୦୧୦ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏହା ଅନ୍ତର୍ଗତ ‘ନୋ ଡିଟେନସନ ପଲିସି ‘ ସମାପ୍ତ କରାଯାଇଛି। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି…

ହାରିବ କ୍ୟାନସର୍‌ | ବାହାରିଲା ଟୀକା | CANCER VACCINE

ଆସିଗଲା ଏ ଯୁଗର ସବୁଠୁ ବଡ଼ ଖବର । ଆଗକୁ ଆଉ ଜୀବନ ନେଇପାରିବନି ମାରାତ୍ମକ କ୍ୟାନସର । କିଛିଦିନ ତଳେ କ୍ୟାନ୍ସର ପାଇଁ ମେଡ଼ିସିନ ଖବର ଠାରୁ ଏହା ଅତି ବଡ ତଥା ଖୁସିର ଖବର ଯେ ଏବେ କ୍ୟାନସରକୁ…

‘ସୁଭଦ୍ରା’ ୪ର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଆସିଲା ବଡ଼ ସୂଚନା ; 

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମନ୍ତବ୍ୟ ଦେଇ କହିଛନ୍ତି ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ୩୦ ତାରିଖ ସୁଦ୍ଧା…

ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନ ଗିରଫ | ୧୪ ଦିନ ପାଇଁ ରହିବେ ହାଜତରେ !

ସୁପର୍‌ଷ୍ଟାର୍ ଅଲ୍ଲୁ ଅର୍ଜୁନ ଆଜି ଗିରଫ ହୋଇଛନ୍ତି । ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଦଳାଚକଟା ମାମଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଏବେ ସାଉଥ୍‌ ସୁପର୍‌‌ଷ୍ଟାର୍‌…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଗୃହରକ୍ଷୀଙ୍କ ସଂଖ୍ୟା ୫ ହଜାରକୁ ବୃଦ୍ଧି ହେବ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ହୋମଗାର୍ଡଙ୍କ ପାଇଁ ଖୁସି ଖବର । ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ହୋମଗାର୍ଡଙ୍କ ପାଇଁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଗୃହରକ୍ଷୀ (Home Guard)ଙ୍କ ପାଇଁ ଖୁସି…

ପଇଡ଼ ପାଣିର ଫାଇଦା , ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ଖରା ଦିନରେ ପଇଡ଼ ପାଣି ବେଶ୍ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି? ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, କିନ୍ତୁ ସେପରି…

ବାଜିମାତ୍ କରୁଛି ‘ପୁଷ୍ପା ୨’ ; ଭାଙ୍ଗିଲା ସବୁ ରେକର୍ଡ

ଧୂମ୍ ମଚଉଛି ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’। ସବୁ ପ୍ରେକ୍ଷାଳୟରେ ନାହିଁ ନ ଥିବା ଭିଡ। ଏହି ଫିଲ୍ମରେ ପୁଣି ଥରେ ଅଲୁ ଅର୍ଜୁନ ପୁଷ୍ପରାଜ ହୋଇ ଜବରଦସ୍ତ ଅଭିନୟ କରୁଥିବା ନଜର ଆସିଛନ୍ତି। ‘ପୁଷ୍ପା :…

କେତେ ସୁରକ୍ଷିତ ବୋତଲରେ ପାଣି ? ଜୀବନ ପାଇଁ ଆଣିପାରେ ବିପଦ !

କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି । ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଓଡ଼ିଶାରେ ରହିବେ ୫ ଦିନ 

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ ରାଷ୍ଟ୍ରପତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ନୀଳାଦ୍ରି ବିହାର…