Month: January 2025

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ; ଜାଣନ୍ତୁ, କିଏ କିଏ ପାଇଲେ ସ୍ଥାନ I Champions Trophy Squad Declared

ଚମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ୍‌ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ…

ବାର୍ଷିକ ରାଶିଫଳ ୨୦୨୫ : ଜାଣନ୍ତୁ କେମିତି କଟିବ ଏ ବର୍ଷଟି ଆପଣଙ୍କର

ଆସିଯାଇଛି ନୂଆବର୍ଷ ୨୦୨୫ । ନୂଆବର୍ଷରେ ଅନେକ ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହି ବର୍ଷ ଖୁବ୍‌ ଶୁଭ ହେବାକୁ ଯାଉଛି। ନୂଆବର୍ଷରେ ଶନି, ଗୁରୁ, ରାହୁ-କେତୁଙ୍କ ସମେତ ଅନ୍ୟ ଗ୍ରହ ମଧ୍ୟ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ…

ପୁଳା ପୁଳା ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ ! ରହିବ ରୋଗୀର ସବୁ ପୂର୍ବ ଡାଟା

ଆୟୁଷ୍ମାନ ସହିତ ଆସୁଛି ‘ଆଭା’। ଓଡ଼ିଶା ଲୋକଙ୍କ ପାଇଁ ଖୁସି ଖବର ଆଣିଲେ ସରକାର। ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରି ଡାକ୍ତରଙ୍କ ପାଖକୁ ରୋଗୀଙ୍କୁ ଯିବାକୁ ପଡ଼ିବ ନାହିଁ। ଏଣିକି ଗୋଟିଏ କାର୍ଡରେ ରୋଗୀଙ୍କ ସମସ୍ତ ପୁରୁଣା ରୋଗ…

ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। E-KYC ଡାଟାବେସକୁ ଆଧାର କରି…